କବି
କବି ଲେଖାକାର୍, ଗିଦଲି ମେତାର୍ ଖାଏ ବାରମେଶା ଫଲ୍
ଖାଇ କରି ଫେର ଉକଲେଇ ନେଲେଁ ପାଆଁଲେ ବର୍ ପିପଲ୍ .
ଫୁଲ୍
ଫୁଲ୍ କହେ ମତେ , ଫିକିନିଅ ସେ ବାଟେଁ.
ଇ ମାଟିର୍ ପୁଓ ଦସ୍ ମାସିଆ ଚାଲୁଥିବେ ଜେନୁ ଠାଟେଁ.
ଇନ୍ଦର୍ ଧନୁ
ଖରା, ପ।ଏନ୍ ସୁଖ ଦୁଖ୍ ଲେଖେଁ , ନାଇଁ ହ ବାଏଁ ବାଏଁ .
ଇ ଦୁହେ ନେଥିଲେଁ କଲିଆ ବାଦଲେଁ ଇନ୍ଦର୍ ଧନୁ ଥିତା କାଏଁ?
ମା
ଗୁଟେ ଅଖରର୍ ମହତ୍ କେତେ .
ମେଲ୍ ନାଇ ତାର୍ ଇ ଜଗତେ .
ନୁନ୍.
ଜହ ହଇଗଲେଁ ଚରି ନେସି ଡିଆଁ ଲେଖେଁ .
ଆଉ ନାଇଁ ହେଲେଁ
ସୁଆଦ୍ ସଉକିଆ, ଅରନ୍ ନେ ଛିଏ , ମରିଯିବା ପଛେ ଭୁଖେଁ.
ପାରା (MERCURY)
ସାଂଗ୍ ସରସା ଚିକନ୍ ଚାକନ୍ ଜେଭେଁ ଦେଖୁଥିଲେଁ ନୁଆଁ .
ହାଥୁଁ ଥରେ ଏକା ବୁଚଡି ଗଲେଁ ଜୁଟାବା ଟା ଅଚାବୁହା.
ବୃନ୍ଦାବନ ସାହୁ
ହଳଦୀ ପାଲି , ବରଗଡ