Tuesday, February 8, 2011

GEET GUCHHA

କବି
କବି ଲେଖାକାର୍, ଗିଦଲି   ମେତାର୍ ଖାଏ  ବାରମେଶା    ଫଲ୍
ଖାଇ କରି  ଫେର  ଉକଲେଇ ନେଲେଁ  ପାଆଁଲେ  ବର୍ ପିପଲ୍ .

ଫୁଲ୍

ଫୁଲ୍  କହେ  ମତେ  , ଫିକିନିଅ  ସେ  ବାଟେ.
ଇ  ମାଟିର୍ ପୁଓ  ଦସ୍ ମାସିଆ  ଚାଲୁଥିବେ  ଜେନୁ  ଠାଟେ.

ଇନ୍ଦର୍ ଧନୁ 

ଖରା, ପଏନ୍  ସୁଖ  ଦୁଖ୍  ଲେଖେଁ , ନାଇ ହ  ବାଏ ବାଏ .
ଇ  ଦୁହେ  ନେଥିଲେଁ କଲିଆ ବାଦଲେ ଇନ୍ଦର୍ ଧନୁ  ଥିତା କାଏଁ?

 ମା
ଗୁଟେ ଅଖରର୍  ମହତ୍  କେତେ .
ମେଲ୍  ନାଇ  ତାର୍  ଇ  ଜଗତେ .

ନୁନ୍.
ଜହ ହଇଗଲେ ଚରି ନେସି ଡିଆଁ  ଲେଖେଁ .
 ଆଉ ନାଇଁ ହେଲେଁ
ସୁଆଦ୍  ସଉକିଆ,  ଅରନ୍  ନେ  ଛିଏ  , ମରିଯିବା ପଛେ  ଭୁଖେଁ.


ପାରା (MERCURY)
ସାଂଗ୍ ସରସା ଚିକନ୍ ଚାକନ୍ ଜେଭେ ଦେଖୁଥିଲେଁ ନୁଆଁ  .
ହାଥୁଁ ଥରେ ଏକା ବୁଚଡି ଗଲେଁ ଜୁଟାବ ଟା ଅଚାବୁହା.


                                                                             ବୃନ୍ଦବନ  ସାହୁ 
                                                       ହଳଦୀ ପାଲି , ବରଗଡ