Wednesday, September 14, 2011
Friday, September 9, 2011
Wednesday, June 29, 2011
Ghulir atmakatha,
A) Mui aar mor thaan:
Suru hau ki bad hau khupli badha taan.
Panir sabu jantu bhitru “ghuli” mui jaan. (1)
Sankh , bangti,dandha ,chepti ita mor naan.
Naed ,samudar,nalia ,bandh heta mor gaan. (2)
Asadh maase baersa sange bijli mal mal.
Batar dekhi bahari padsun mui aaru mor dal. (3)
Chhinaa chhakaa jaganu aamar sathe sandhar bal.
Chhi e nele ki tamdi nele nai haun halchal .(4)
B) Mui ,aamar jaet aaru aamar gun:
Aamar jatir sankh rajaa , tahar badaa gun.
Puja ,dhaja subh kame taar radi ke sun. (5)
Ganesh pujanu mul kari kari ram navmi tak.
Sankh ,sankhua nei dekhle Pujhari dhak dhak. (6)
Biha r paren bhuasen man ude lagei pankh.
Saas ghar ke baha dhukba ne bajle sankh ? (7)
Sanharen aai r usho pathi aae patharar gaar.
Pet jalaa dukha ke atkabar lagi bangti ghuli saar. (8)
Dandha ghuli ke tui saar baele nei bujhe nei sune.
Taar lekhen teen chaer miligale keunt gunsiar tune. (9)
Chepti ghuli ta dukhmana hai kahesi nijke chhar.
Samudar kulen fesan bajaren taar eka karbar. (10)
C) Aamar nu sikha:
Bhitre naram baharun sakat heta mahapurur dayaa.
He en gun jadi tume rakhi thiba sukhi thiba tumar kayaa. (11)
Ghuli jeein kari aaru marikari aaesi jagatar kaam.
Munush jadi henta kari parla naai bude taar naam. (12)
Saturday, March 26, 2011
କପ୍ଟିଆ
- ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,ଉପରୁ ଉପରୁ ସେଲେହୀ ହ ଉ ଛ, ମନ ତୁମର୍ ଚରି ଦେଲାନ ଡିଆଁମା ର ଭାସା କହିଁ ବଢସ,
ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
ମାଏଟ୍ ମାର୍ ଗୁନ୍ ଗାଏସ ,
ଦୁର୍ ହଇ ଗଲେଁ ପାସରୀ ଦେସ .
ଖୁସମତିଆ ଟେ ତହଁ କେଇ ଦେଲେଁ ମା ର ଛାତି କୁଡି ଦେସତ କୁଆଁ ,
ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
କହି କହି ବଡ଼ ଲୋକ ହେସ .
ବଡ଼ ପନ ଲାଗି ମାରସ ଲାଏତ୍ ...ଯେ ମା ର ଭାସା ହାରି ଦେସିତ ହିଆ ,
ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
ମାଏଟ୍ ,ଭାସା, ମା ଆନ ଜାନ ,
କରିଛନ୍ ସତ ତମର୍ ସପନ .
ଏ ଦୁହେ ନେ ଥିଲେଁ ଜେନୁ ଡିଂଗ୍ ମାରୁଚ୍ଛ ହେନୁ ହଇ ପାରି ଥିତ କାଏନ୍ ଠିଆ ?
ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
Tuesday, February 8, 2011
GEET GUCHHA
କବି
କବି ଲେଖାକାର୍, ଗିଦଲି ମେତାର୍ ଖାଏ ବାରମେଶା ଫଲ୍
ଖାଇ କରି ଫେର ଉକଲେଇ ନେଲେଁ ପାଆଁଲେ ବର୍ ପିପଲ୍ .
ଫୁଲ୍
ଫୁଲ୍ କହେ ମତେ , ଫିକିନିଅ ସେ ବାଟେଁ.
ଇ ମାଟିର୍ ପୁଓ ଦସ୍ ମାସିଆ ଚାଲୁଥିବେ ଜେନୁ ଠାଟେଁ.
ଇନ୍ଦର୍ ଧନୁ
ଖରା, ପ।ଏନ୍ ସୁଖ ଦୁଖ୍ ଲେଖେଁ , ନାଇଁ ହ ବାଏଁ ବାଏଁ .
ଇ ଦୁହେ ନେଥିଲେଁ କଲିଆ ବାଦଲେଁ ଇନ୍ଦର୍ ଧନୁ ଥିତା କାଏଁ?
ମା
ଗୁଟେ ଅଖରର୍ ମହତ୍ କେତେ .
ମେଲ୍ ନାଇ ତାର୍ ଇ ଜଗତେ .
ନୁନ୍.
ଜହ ହଇଗଲେଁ ଚରି ନେସି ଡିଆଁ ଲେଖେଁ .
ଆଉ ନାଇଁ ହେଲେଁ
ସୁଆଦ୍ ସଉକିଆ, ଅରନ୍ ନେ ଛିଏ , ମରିଯିବା ପଛେ ଭୁଖେଁ.
ପାରା (MERCURY)
ସାଂଗ୍ ସରସା ଚିକନ୍ ଚାକନ୍ ଜେଭେଁ ଦେଖୁଥିଲେଁ ନୁଆଁ .
ହାଥୁଁ ଥରେ ଏକା ବୁଚଡି ଗଲେଁ ଜୁଟାବା ଟା ଅଚାବୁହା.
ବୃନ୍ଦାବନ ସାହୁ
ହଳଦୀ ପାଲି , ବରଗଡ
Subscribe to:
Posts (Atom)