ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
ଉପରୁ ଉପରୁ ସେଲେହୀ ହ ଉ ଛ, ମନ ତୁମର୍ ଚରି ଦେଲାନ ଡିଆଁ
ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
ମାଏଟ୍ ମାର୍ ଗୁନ୍ ଗାଏସ ,
ଦୁର୍ ହଇ ଗଲେଁ ପାସରୀ ଦେସ .
ଖୁସମତିଆ ଟେ ତହଁ କେଇ ଦେଲେଁ ମା ର ଛାତି କୁଡି ଦେସତ କୁଆଁ ,
ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
ମା ର ଭାସା କହିଁ ବଢସ,
କହି କହି ବଡ଼ ଲୋକ ହେସ .
ବଡ଼ ପନ ଲାଗି ମାରସ ଲାଏତ୍ ...ଯେ ମା ର ଭାସା ହାରି ଦେସିତ ହିଆ ,
ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
ମାଏଟ୍ ,ଭାସା, ମା ଆନ ଜାନ ,
କରିଛନ୍ ସତ ତମର୍ ସପନ .
ଏ ଦୁହେ ନେ ଥିଲେଁ ଜେନୁ ଡିଂଗ୍ ମାରୁଚ୍ଛ ହେନୁ ହଇ ପାରି ଥିତ କାଏନ୍ ଠିଆ ?
ରଖ ରଖ ଗୋ ତୁମର୍ ଛନ୍ଦ କପ୍ଟିଆ ଭାବ ଦିଆ ନିଆ ,
No comments:
Post a Comment